କ୍ୟାନନ କମ୍ପାନୀ ଦ୍ୱାରା ଆୟୋଜିତ ଏକ ଫଟୋଗ୍ରାଫି କର୍ମଶାଳା ଅନୁଷ୍ଠିତ

ଜଗତସିଂହପୁର ଜିଲ୍ଲା ରେ ଜ଼ିଲ୍ଲା ଫଟୋ ଓ ଭିଡିଓଗ୍ରାଫି ଟେଡର୍ସ ଆସୋସିଏସନ (ଯେ ପି ଭି ଟି ଆସୋସିଏସନ)ପକ୍ଷରୁ ସଦର ମହକୁମା ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ କ୍ୟାନନ କମ୍ପାନୀ ଦ୍ୱାରା ଆୟୋଜିତ ଏକ ଫଟୋଗ୍ରାଫି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ,ଏହି କର୍ମଶାଳାକୁ ସକାଳେ ଜଗତସିଂହପୁର ପୌରପରିଷଦ ଅଧକ୍ଷ୍ୟା ଅର୍ଚନା ସିଂ ଫିତାକାଟି ଓ ପ୍ରଭୁ ଜଗନ୍ନଥ ଙ୍କ ପ୍ରତିମୁର୍ତି ରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଏହାକୁ ଉଦ୍ଘାଟନ କରିଥିଲେ ,ଓ ଶେଷରେ ଉଦଯାପନୀ ସନ୍ଧ୍ୟାରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଯୋଗଦେଇ ଜଗତସିଂହପୁର ର ବରିଷ୍ଠ ଚିତ୍ର ଶିଳ୍ପୀ ଓ ଫଟୋ ଗ୍ରାଫର ସୁରେଶ ଚୌଧୁରୀ ଓ ସୁକାନ୍ତ ଦାସ ଙ୍କୁ ଉପଢ଼ୌକନ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ଭାରଧିତ କରିଥିଲେ ଓ ପରେ ଫୋଟୋଗ୍ରାଫର ମାନଙ୍କୁ ସାଟିପିକେଟ ପ୍ରଦାନ କରିଥିଲେ ଓ ଜ଼ିଲ୍ଲା ର ସର୍ବ ପୁରାତନ ଫୋଟଗ୍ରାଫର ଆସୋସିଏସନ ଯେ ପି ଭି ଟି ଆସୋସିଏସନ ର ଏଭଳି ପ୍ରୟାସ କୁ ବିଧାୟକ ଓ ପୌରପରିଷଦ ଅଧକ୍ଷ୍ୟା ପ୍ରଶଂସା କରିଥିଲେ । ପରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଥିଲା ।

Leave a Reply

Your email address will not be published. Required fields are marked *