ଧର୍ମଶାଳା ତରଞ୍ଜୀୟାରେ ବିଜେପି ର ସମ୍ୱର୍ଦ୍ଧନା ସଭା
ଧର୍ମଶାଳା ତରଞ୍ଜୀୟାରେ ବିଜେପି ର ସମ୍ୱର୍ଦ୍ଧନା ସଭା । ଭାରତୀୟ ଜନତା ପାର୍ଟି ଯାଜପୁର ଜିଲ୍ଲା ତରଞ୍ଜୀୟ ପଞ୍ଚାୟତ ର ମା , ମୋଉସା ଆଜି ବିଜେପି ବିଧାୟକ ହିମାଂଶୁ ଶେଖର ସାହୁ ଙ୍କୁ ସମ୍ୱର୍ଦ୍ଧନା ଦେଇଥିଲେ ।ତରଞ୍ଜୀୟା ପଞ୍ଚାୟତ ରେ ମଧ୍ୟ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା । ତରଞ୍ଜିୟା ଗାଁରେ ବିଧାୟକ ବୃଦ୍ଧା ମାନଙ୍କୁ ସମ୍ୱର୍ଦ୍ଧନା ଦେଇଥିଲେ ଓ ସମଶ୍ୟ ବୁଝିଥିଲେ ,ଆଗାମୀ ଦିନରେ ଲୋକଙ୍କ ପାଖରେ ପହଁଚି ବି ଦୁଃଖ ଶୁଣିବି ବୋଲି ବିଧାୟକ କହିଥିଲେ ।Bite, ହିମାଂଶୁ ଶେଖର ସାହୁ ବିଧାୟକ ,ଧର୍ମଶାଳାବିଜେପି ବିଧାୟକ ଙ୍କୁ ବିପୁଳ ସମ୍ୱର୍ଦ୍ଧନା ଦେଇଥିଲେ।ଧର୍ମଶାଳା ରୁ ଈଶ୍ୱର ଚନ୍ଦ୍ର ବାରିକ ଙ୍କ ରିପୋର୍ଟ।
