ଓରାଙ୍ଗଉଟାନ_ମିଳବା_ଘଟଣାରେ_ଯିଏ_ସମ୍ପୃକ୍ତି_ଥିବ_କାର୍ଯ୍ୟାନୁଷ୍ଠାନ

ଓରାଙ୍ଗଉଟାନ_ମିଳବା_ଘଟଣାରେ_ଯିଏ_ସମ୍ପୃକ୍ତି_ଥିବ_କାର୍ଯ୍ୟାନୁଷ୍ଠାନ : ମନ୍ତ୍ରୀ -ବାଲେଶ୍ୱର ଭୋଗରାଇ ଜଙ୍ଗଲରୁ ଓରାଙ୍ଗଉଟାନ୍ ଉଦ୍ଧାର ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ-ଓରାଙ୍ଗଉଟାନ ଚାଲାଣରେ ଯିଏ ସମ୍ପୃକ୍ତି ଥିବ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ-ନ୍ୟାସନାଲ ଜୁ’ ଅଥରିଟିଙ୍କୁ ଚିଠି ଲେଖାଯାଇଛି କହିଲେ ମନ୍ତ୍ରୀ -ଏଠାକାର ପାଣିପାଗ ଉପଯୋଗୀ କି ନୁହେଁ ତଦାରଖ କରିବା ପରେ ନିଷ୍ପତ୍ତି -ନନ୍ଦନକାନନରେ ରଖାଯାଇଥିବା ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି-ନନ୍ଦନକାନନରେ ସେମାନଙ୍କ ନିୟମିତ ଚିକିତ୍ସା କରୁଛନ୍ତି ଡାକ୍ତର-ଟେଷ୍ଟ ରିପୋର୍ଟ ଆସିବା ପରେ ସେମାନଙ୍କ ଉତ୍ସ ସମ୍ପର୍କରେ ସ୍ପଷ୍ଟତା ଆସିବ-ଏମାନେ କେଉଁ ଜୁ’ରୁ ଆସିଥିଲେ ଅନ୍ତର୍ଜାତୀୟ ସ୍ତରରେ ତଦନ୍ତ ହେବ -ଭାରତ ସରକାର, ଓଡ଼ିଶା ସରକାର ମିଳିତ ଭାବେ କାମ କରିବେ -ଗୋଟେ ଗାଡ଼ି ଆସି ୧୫ ମିନିଟ୍ ରହି ପଳାଇଲା,ତା’ର ତଦନ୍ତ ଚାଲିଛି l

Leave a Reply

Your email address will not be published. Required fields are marked *