ପ୍ରଭାତ ମିଶିବା ପରେ ବିଜେଡି ରେ ଭୂକମ୍ପ: CM

ପ୍ରଭାତମିଶିବାପରେବିଜେଡିରେଭୂକମ୍ପ: CM

-ମିଶ୍ରଣ ମଞ୍ଚରୁ ବିଜେଡିକୁ କଡା କାଉଣ୍ଟର କଲେ ମୁଖ୍ୟମନ୍ତ୍ରୀ
-ପ୍ରଭାତ ବାବୁ ବିଜେପିରେ ମିଶିବା ବିଜେଡିରେ ଭୂକମ୍ପ ସୃଷ୍ଟି କରିଛି
-୬ ଦିନ ହେଲା ବିଜେଡି ନେତା କଟକରେ ଡେରା ପକାଇଛନ୍ତି
-କେହି ଯେମିତି ନ ଯିବେ ସେନେଇ ଚେଷ୍ଟା କରୁଛନ୍ତି
-ଯେତେ ବନ୍ଧ ବାନ୍ଧିଲେ ବି କାଠଯୋଡ଼ି ଦେଇ ପାଣି ବିଜେପି କାର୍ଯ୍ୟାଳୟରେ ପଶିଛି
-ଲୋକେ ଆଉ ବିଜେଡିକୁ ଚାଁହୁ ନାହାନ୍ତି, ଆମ ସରକାର ଲୋକଙ୍କ ସରକାର

Leave a Reply

Your email address will not be published. Required fields are marked *