ଭୁବନେଶ୍ୱର ଥାନା ସମ୍ମୁଖରୁ ଯୁବକଙ୍କୁ ଅପହରଣ ଅଭିଯୋଗ
ଭୁବନେଶ୍ୱର ଥାନା ସମ୍ମୁଖରୁ ଯୁବକଙ୍କୁ ଅପହରଣ ଅଭିଯୋଗ ,ନିଜକୁ ‘ସ୍ପେଶାଲ ସ୍କ୍ୱାର୍ଡ’ ପରିଚୟ ଦେଇ ଜିତେନ୍ଦ୍ର ସାହୁଙ୍କୁ ଉଠାଇନେଲେ ଦୁର୍ବୃତ୍ତ…….୬ରୁ ୭ ଜଣ ଦୁର୍ବୃତ୍ତ ଅପହରଣ କରି ବନ୍ଦ ଘରେ ମାଡ଼ ମାରିଥିବା ଅଭିଯୋଗ……ଯୁବକଙ୍କ ଆକାଉଣ୍ଟରୁ ୭୦ ହଜାର ଟଙ୍କା ଉଠାଇ ନେଲେ ଅପହରଣକାରୀ……ଉଦ୍ଧାର ପରେ ମୈତ୍ରୀବିହାର ଥାନାରେ ଅଭିଯୋଗ କଲେ ଜିତେନ୍ଦ୍ର,ତଦନ୍ତ ଆରମ୍ଭ..
