ସ୍ତ୍ରୀ ମୁହଁରେ ସୁଧୀରଙ୍କ ହତ୍ୟା କାହାଣୀ

ସ୍ତ୍ରୀ ମୁହଁରେ ସୁଧୀରଙ୍କ ହତ୍ୟା କାହାଣୀ-ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲା-ସ୍ତ୍ରୀ ରଶ୍ମିତାଙ୍କ ମୁହଁରେ ସ୍ୱାମୀ ସୁଧୀର ପାତ୍ରଙ୍କ ହତ୍ୟାର କାହାଣୀ-ଅପହରଣ ପରବର୍ତ୍ତୀ ଘଟଣା ବଖାଣିଲେ ପତ୍ନୀ ରଶ୍ମିତା ପାତ୍ର-ସ୍ୱାମୀଙ୍କୁ ଅପହରଣ ପରେ ୨ କୋଟି ଟଙ୍କା ମାଗିଥିଲେ ଅପହରଣକାରୀ-ଅପହରଣ ଘଟଣା ପରଠାରୁ ପୋଲିସ ସହ ଯୋଗାଯୋଗରେ ରହିଥିଲୁ-ହତ୍ୟାକାଣ୍ଡରେ ପରିବାର ଲୋକ ସମ୍ପୃକ୍ତି ଥିବା ପୋଲିସ ସୂଚନା ଦେଇଥିଲା-ଅପହରଣକାରୀଙ୍କ କଲ୍‌ ନମ୍ବରରୁ ପରିବାରର ଲିଙ୍କ୍‌ ପାଇଥିଲା ପୋଲିସ-ଝିଆରୀ ୪ମାସ ପୂର୍ବେ ସଂପୃକ୍ତ ନମ୍ବର ସହ ଯୋଗାଯୋଗରେ ଥିଲେ-ବଡ଼ ଭାଇଙ୍କ ମୃତ୍ୟୁ ପରଠାରୁ ତାଙ୍କ ମନରେ ଅଶାନ୍ତି ଥିଲା-ବଡ଼ ଭାଇଙ୍କ ମୃତ୍ୟୁ ପରେ ଶାନ୍ତିରେ ବଞ୍ଚିବାକୁ ଦେବୁନି କହିଥିଲେ ସୁଧୀରଙ୍କ ଭାଉଜ-ଜଣେ ବ୍ୟବସାୟୀଙ୍କୁ ବିବାହ କରିବେ ବୋଲି ସୁଧୀରଙ୍କୁ କହିଥିଲେ ନିବେଦିତା-ବଡ଼ ଜା’ ଓ ତାଙ୍କ ଭାଇଙ୍କୁ ତଦନ୍ତ ପରିସରକୁ ଆଣିବାକୁ ଦାବି କଲେ ରଶ୍ମିତା l

Leave a Reply

Your email address will not be published. Required fields are marked *