ଖୋଲିବ ହର୍ମୁଜ ପ୍ରଣାଳୀ ଓ ଅବରୋଧ ହଟାଇବ ଆମେରିକା
ଖୋଲିବ ହର୍ମୁଜ ପ୍ରଣାଳୀ ଓ ଅବରୋଧ ହଟାଇବ ଆମେରିକା-ଐତିହାସିକ ଶାନ୍ତି ଚୁକ୍ତି ପାଇଁ ଆମେରିକା-ଇରାନ୍ର ସହମତି-ଯୁଦ୍ଧ ରୋକିବାକୁ ଶାନ୍ତି ଚୁକ୍ତି ପାଇଁ ଉଭୟ ଦେଶ ସହମତ-ଶୁକ୍ରବାର ସ୍ବିଜରଲାଣ୍ଡ ଜେନେଭାରେ ସ୍ବାକ୍ଷରିତ ହେବ ଐତିହାସିକ ଶାନ୍ତି ଚୁକ୍ତି-୮୦ତମ ଜନ୍ମଦିନ ଅବସରରେ ଘୋଷଣା କଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ-ପାକିସ୍ତାନ ମଧ୍ୟସ୍ଥତାରେ ୧୪ ଘଣ୍ଟାର ଆଲୋଚନା ପରେ ଶାନ୍ତି ଚୁକ୍ତି ଘୋଷଣା-ଐତିହାସିକ ଶାନ୍ତି ଡିଲ୍ ଦ୍ବାରା ୩ ମାସ ଧରି ଚାଲିଥିବା ଯୁଦ୍ଧର ହେଲା ଅନ୍ତ-ଖୋଲିବ ହର୍ମୁଜ ପ୍ରଣାଳୀ ଓ ଅବରୋଧ ହଟାଇବ ଆମେରିକା
