ଇରାନ୍‌ର ୧୪ ପ୍ରମୁଖ ଦାବି

ଇରାନ୍‌ର ୧୪ ପ୍ରମୁଖ ଦାବି-ଆମେରିକା ସହ ପ୍ରସ୍ତାବିତ ୧୪ ସୂତ୍ରୀ ଡ୍ରାଫ୍‌ଟ MoU ଜାରି କଲା ଇରାନ୍‌-ଅନ୍ତର୍ଜାତୀୟ ମିଡିଆ ରିପୋର୍ଟ ଅନୁସାରେ ୧୪ ପ୍ରମୁଖ ଦାବି ରଖିଛି ଇରାନ୍-୩୦ ଦିନ ଭିତରେ ହର୍ମୁଜରୁ ସଂପୂର୍ଣ୍ଣ ଅବରୋଧ ହଟାଇବ ଆମେରିକା-ଇରାନ୍‌ର ଫ୍ରିଜ୍‌ ହୋଇଥିବା ୧୨ ବିଲିଅନ୍‌ ଡଲାର ରିଲିଜ କରିବ-ଇରାନୀ ତୈଳ ଓ ପେଟ୍ରୋକେମିକାଲ୍ସ ଉପରୁ ହଟିବ କଟକଣା-ଇରାନ୍‌ରେ ପୁନଃନିର୍ମାଣ କାର୍ଯ୍ୟ ପାଇଁ ଆର୍ଥିକ ସହାୟତା ଦିଆଯିବ-ଆର୍ଥିକ ସହାୟତା ଦେବ ଆମେରିକା ଓ ସହଯୋଗୀ ଦେଶ

Leave a Reply

Your email address will not be published. Required fields are marked *