ଫୋକସ_ପ୍ଲସ_ସମ୍ପାଦକ_ସୁଧାଂଶୁ_ରାଉତଙ୍କ_ନାଁରେ_ଆଉ_ଏକ_FIR

ଫୋକସ_ପ୍ଲସ_ସମ୍ପାଦକ_ସୁଧାଂଶୁ_ରାଉତଙ୍କ_ନାଁରେ_ଆଉ_ଏକ_FIR-ଏକ ଘରୋଇ ଚ୍ୟାନେଲ ଫୋକସ ପ୍ଲସ ସମ୍ପାଦକ ସୁଧାଂଶୁ ରାଉତଙ୍କ ନାଁରେ ଆଉ ଏକ FIR-ଚନ୍ଦ୍ରଶେଖରପୁର ଥାନାରେ ଏତଲା କଲେ ଏକ ବିଲ୍ଡର ସଂସ୍ଥା-ଚ୍ୟାନେଲରେ ୨ କୋଟି ପୁଞ୍ଜି ଖଟାଇ ଅଂଶଧନ କିଣିବାକୁ ଚାପ ପକାଇଥିଲେ-ସଂସ୍ଥାର ମିଡିଆ ଦାୟିତ୍ବ ବୁଝିବାକୁ ପ୍ରସ୍ତାବ ଦେଇଥିଲେ, ପ୍ରତ୍ୟାଖ୍ୟାନ କଲୁ-ଏହା ପରଠୁ ସୁଧାଂଶୁ ରାଉତ ଆମ ବିରୋଧରେ ଖବର ପ୍ରସାରଣ ଆରମ୍ଭ କଲେ-ଆମ ଶୈଳଶ୍ରୀବିହାର ସ୍ଥିତ ଘରକୁ କିଛି କର୍ମଚାରୀଙ୍କୁ ପଠାଇ ଧମକାଇଥିଲେ l

Leave a Reply

Your email address will not be published. Required fields are marked *