ଦେଶକୁ_ଆସିଲା_ଡେଙ୍ଗୁ_ଭାକ୍ସିନ
ଦେଶକୁ_ଆସିଲା_ଡେଙ୍ଗୁ_ଭାକ୍ସିନ -ଡେଙ୍ଗୁ ଭାକ୍ସିନ QDENGA କୁ ମିଳିଲା ମଞ୍ଜୁରୀ-୪ରୁ ୬୦ ବର୍ଷ ଭିତରେ ଆସୁଥିବା ବ୍ୟକ୍ତିବିଶେଷ ଏହାକୁ ନେଇପାରିବେ-ପୂର୍ବରୁ ଡେଙ୍ଗୁ ହିଷ୍ଟ୍ରି ଜାଣିବା ଜରୁରୀ ନୁହେଁ-୩ ମାସ ବ୍ୟବଧାନରେ ଦିଆଯିବ ଦୁଇଟି ଡୋଜ୍-ପୂର୍ବରୁ QDENGAକୁ ୪୩ ଦେଶ ଦେଇଛି ମଞ୍ଜୁରୀ-ସମଗ୍ର ବିଶ୍ୱରେ ଟକେଡା ବାୟୋଫାର୍ମାସିଟିକାଲ୍ସର ୩୨ ନିୟୁତ ଡୋଜ୍ ଦିଆସରିଛି l
