ଚରିତ୍ର_ହତ୍ୟା_ଉଦ୍ୟମ_ଟ୍ରେଣ୍ଡ୍
ଚରିତ୍ର_ହତ୍ୟା_ଉଦ୍ୟମ_ଟ୍ରେଣ୍ଡ୍- ସିପି-ଗଣଶିକ୍ଷା ମନ୍ତ୍ରୀଙ୍କୁ ବ୍ଲାକମେଲ୍ ଉଦ୍ୟମ ନେଇ ପୋଲିସର କଠୋର ଆଭିମୁଖ୍ୟ-କଠୋର ଆଭିମୁଖ୍ୟ ନେଇ ସୂଚନା ଦେଲେ ପୋଲିସ କମିଶନର-ଲୋକଙ୍କ ଚରିତ୍ର ହତ୍ୟା ପାଇଁ ଏକ ଟ୍ରେଣ୍ଡ୍ ଡେଭଲପ ହୋଇଛି-ଶାରୀରିକ ହତ୍ୟା ପାଇଁ ସୁପାରି ପରି ଚରିତ୍ର ହତ୍ୟା ପାଇଁ ସୁପାରି ସାମ୍ନାକୁ ଆସିଛି-ଆସିଥିବା ଭିଡିଓରେ ମାରିବା ପାଇଁ ପଇସା ଦିଆଯିବା କଥା କୁହାଯାଇଛି-ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ସଙ୍ଗୀନ ଦଫାରେ ମାମଲା ରୁଜୁ ହେବ-ଏ ପ୍ରକାର ଲୋକଙ୍କୁ କଠୋର ଦଣ୍ଡବିଧାନର ବ୍ୟବସ୍ଥା କରାଯିବ-ଅଭିଯୁକ୍ତ ଏବେ ସୁଦ୍ଧା ଧରାପଡ଼ିନି, ବିଶେଷ କିଛି ସୂଚନା ଦେଇ ହେବନି l
