Teerthkhetra

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା କାର୍ଯ୍ୟାନ୍ୱୟନ ନିମନ୍ତେ ୧ମ ରାଜ୍ୟ ସ୍ତରୀୟ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, ତା-୨୪ /୧୨/୨୦୨୫ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା(ପିଏମଡିଡିକେଓ୍ୱାଇ)ର କାର୍ଯ୍ୟାନ୍ୱୟନ ସଂପର୍କରେ ୧ମ ରାଜ୍ୟସ୍ତରୀୟ ବୈଠକ ଗତକାଲି ମଙ୍ଗଳବାର…

ସମ୍ପୂର୍ଣ୍ଣ ଆରାବଳୀକୁ ସୁରକ୍ଷା ଦେବେ କେନ୍ଦ୍ର ସରକାର

ସମ୍ପୂର୍ଣ୍ଣ ଆରାବଳୀକୁ ସୁରକ୍ଷା ଦେବେ କେନ୍ଦ୍ର ସରକାରଖଣି ଲିଜ୍‌ ଉପରେ ପୂର୍ଣ୍ଣ ନିଷେଧାଦେଶବିସ୍ତାରିତ ହେବ ସଂରକ୍ଷିତ କ୍ଷେତ୍ରର ପରିସରଦିଲ୍ଲୀରୁ ଗୁଜରାଟ…

ବିଶାଖାପାଟଣାରେ ମହାସମାବେଶ ସହିତ ସମାପ୍ତ ହେଲା ପେସା ମହୋତ୍ସବ ୨୦୨୫

ବିଶାଖାପାଟଣାରେ ମହାସମାବେଶ ସହିତ ସମାପ୍ତ ହେଲା ପେସା ମହୋତ୍ସବ ୨୦୨୫ଜନଜାତି ଅଧିକାର ସୁନିଶ୍ଚିତ କରିବାରେ ପେସା ଆଇନର ଭୂମିକା ଉପରେ…