Teerthkhetra

ରୋଟାରୀ କ୍ଳବ ର ଅଧିଷ୍ଠାନ ଉତ୍ସବ।”ସେବା ହିଁ ମାନବ ଜୀବନକୁ ସାର୍ଥକ କରିଥାଏ- ବିଧାୟକ

ନୟାଗଡ଼ ଖଣ୍ଡପଡ଼ାରୋଡସ୍ଥ ରୋଟାରୀ ଭବନରେ କ୍ଳବର ୩୬ ତମ ଅଧିଷ୍ଠାନ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି। ଅନୁଷ୍ଠିତ ଏହି…

ଶକ୍ତିଶ୍ରୀ

ଉଚ୍ଚଶିକ୍ଷା ବିଭାଗ ଶକ୍ତିଶ୍ରୀ : ଶକ୍ତିଶ୍ରୀ ସଂଯୋଜିକା ଓ ଶକ୍ତିଅପାଙ୍କୁ ମନୋନୀତ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ ଭୁବନେଶ୍ୱର୧…

ଗୋରେଖନାଥ ପୀଠ।ଗେଟ ସମ୍ମୁଖରୁ ନିଷ୍କାସିତ ହୋଇପାରୁନି ବର୍ଷାଜଳ

ଗୋରେଖନାଥ ପୀଠ।ଗେଟ ସମ୍ମୁଖରୁ ନିଷ୍କାସିତ ହୋଇପାରୁନି ବର୍ଷାଜଳ।ଉତ୍କଟ ଗନ୍ଧରେ ନାକ ଫାଟି ପଡୁଛି।ଶ୍ରଦ୍ଧାଳୁଙ୍କ ଭକ୍ତିୟ ଭାବନାରେ ଆଘାତ।ରଘୁନାଥପୁର:-୧/୮ଜଗତସିଂହପୁର ଜିଲ୍ଲା ରଘୁନାଥ…

ବିଧାୟକଙ୍କ ଖଜୁରୀପଡ଼ା ବ୍ଲକର ପଞ୍ଚାୟତ ପରିକ୍ରମା ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ସାମିଲ ଓ ଉନୟନ ମୂଳକ କାର୍ଯ୍ୟର ପରିଦର୍ଶନ l

ଫୁଲବାଣୀ:ନିପ୍ର:-୦୧/୦୮କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତ ଗସ୍ତକରି ପରିକ୍ରମା କରିଛନ୍ତି ଫୁଲବାଣୀ ବିଧାୟକ ଉମାଚରଣ ମଲିକ l…

ସମ୍ପୂର୍ଣ୍ଣତା ଅଭିୟାନ ସମ୍ମାନ ସମାରୋହ ରାୟଗଡାରେ ଆୟୋଜିତ–ଏକତ୍ର ଉଦ୍ୟମର ସମ୍ମାନ

ରାୟଗଡା-୧/୮-ଜିଲ୍ଲାରେ ତିନି ମାସ ଧରି ଚାଲିଥିବା ସମ୍ପୂର୍ଣ୍ଣତା ଅଭିୟାନର ସଫଳତାରେ ଅଗ୍ରଗାମୀ ଭୂମିକା ନିବାହ କରିଥିବା ଜିଲ୍ଲା ଅଧିକାରୀ, ବ୍ଲକ୍…

ଖରିଫ୍‌ ଧାନ କ୍ରୟ ପାଇଁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରିଗତବର୍ଷ ତୁଳନାରେ ଆଜି ପର୍ଯ୍ୟନ୍ତ ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜୀକୃତ

ଭୁବନେଶ୍ୱର ୦୧/୦୮/୨୦୨୫ରାଜ୍ୟରେ ଖରିଫ ଋତୁ ଧାନ କ୍ରୟ ପାଇଁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି । ଗତ ମାସ…

ଚାଷୀଙ୍କୁ ଧାନ ବିକ୍ରିରୁ ବଞ୍ଚିତ କରିବା ପାଇଁ ଚକ୍ରାନ୍ତ ଚାଲିଛି

ଚାଷୀଙ୍କୁ ଧାନ ବିକ୍ରିରୁ ବଞ୍ଚିତ କରିବା ପାଇଁ ଚକ୍ରାନ୍ତ ଚାଲିଛି- ନବନିର୍ମାଣ କୃଷକ ସଙ୍ଗଠନଜଗତସିଂହପୁର ୧/୮ଜଗତସିଂହପୁର ୨୦୨୫-୨୬ ବର୍ଷରେ ଖରିଫ…