ଭଦ୍ରକ ବି,ଓ, ଙ୍କୁ ଦାବୀ ପତ୍ର

ଶ୍ରୀ ଶିବରଞ୍ଜନ ଦାସ, ରାମ ଚନ୍ଦ୍ର ବିହାରୀ ଲାଲ ସରକାରୀ ଉଚ୍ଚବିଦ୍ୟାଳୟର ୯ମ ଶ୍ରେଣୀ ର ଛାତ୍ର ସ୍କୁଲ ର ଶିକ୍ଷୟତ୍ରୀ ମାଡ଼ ରେ ପିଲା ମୁଣ୍ଡ ଫାଟି ରକ୍ତାକ୍ତ ,

ଖବର ରୁ ଜଣା ପଡିଛି,ଶିବ ରଞ୍ଜନ ଦାସ ୯ମ ଶ୍ରେଣୀ ର ଛାତ୍ର , ଖେଳ ଛୁଟି ସମୟ ୧୦ ଶ୍ରେଣୀ ର ଛାତ୍ର ଙ୍କ ସହିତ ଛଗଡା ହୋଇ ଥିବା ବେଳେ ସ୍କୁଲ ର ଶିକ୍ଷୟତ୍ରୀ ଗୀତାଞ୍ଜଳି ନାୟକ, ସେହି ସମୟରେ ଆସି ପହଞ୍ଚିଲେ ୧୦ ଶ୍ରେଣୀ ପିଲା କୁ ମାରିବା ସହିତ ମୋତେ ମଧ ମାରିଥିଲେ, ସ୍କୁଲ ର ଶିକ୍ଷୟତ୍ରୀ ସେହି ସମୟରେ ଠେଲି ଦେଇଥିଲେ, ସ୍କୁଲ ଡେସ୍କ ବାଜି , ଶିବ ରଞ୍ଜନ ର ମୁଣ୍ଡ ଫାଟି ରକ୍ତାକ୍ତ ହୋଇ ଯାଇଥିଲେ। ଦିଦି ମୋତେ ସ୍କୁଲ୍ ରୁ ବାହାର କରିଦେଇ ଥିଲେ। ସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ନାୟକ । ୯ମ ଶ୍ରେଣୀ ର ଛାତ୍ର ଶିବ ରଞ୍ଜନ ଙ୍କୁ କହିଲେ ଯଦି ଘରେ ଯଦି କହିଥିବୁ ଟି,ସି ଦେଇ ସ୍କୁଲ ରୁ ବାହାର କରିଦେବି। କଣ କହୁଛନ୍ତି ।

Leave a Reply

Your email address will not be published. Required fields are marked *