ଭଜନ ସନ୍ଧ୍ୟା

ଗଡଖୋର୍ଦ୍ଧା ସ୍ଥିତ ମା ମଙ୍ଗଳା ମନ୍ଦିର ପ୍ରାଙ୍ଗଣରେ ଦୀର୍ଘ ୪୩ବର୍ଷ ଧରି ଏହି ଭଜନ ସମାରୋହ ଚାଲି ଆସୁଅଛି ବହୁ ମାନି ଦାମି କଳାକାର ମାନଙ୍କୁ ନେଇ ସୁନାବେଶ ଦିନ ଏହି ଭଜନ ସମାରୋହ କାର୍ଯ୍ୟକ୍ରମ ପାଳିତ ହୁଏ। ଗ୍ରାମର ସମସ୍ତ କର୍ମକର୍ତ୍ତା ମାନଙ୍କ ଉଦ୍ୟମରେ ଖୁବ୍ ଧୁମଧାମରେ ବରୁଣେଇ ପାଦଦେଶରେ ଥିବା ଗଡଖୋର୍ଦ୍ଧା ଗ୍ରାମରେ ପାଳିତ ହୁଏ।

ଖୋର୍ଦ୍ଧା ରୁ ପ୍ରମୋଦ କୁମାର ମହାପାତ୍ର ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *