ଭୀମସେନଙ୍କ ଅନ୍ୟ ବାନ୍ଧବୀଙ୍କୁ ଜେରା କରାଯିବ
ଭୀମସେନଙ୍କ ଅନ୍ୟ ବାନ୍ଧବୀଙ୍କୁ ଜେରା କରାଯିବ-ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲାରେ ଦୁଇ ଦିନିଆ ରିମାଣ୍ଡରେ ଗଲେ ଚନ୍ଦ୍ରିକାଙ୍କ ପୁରୁଷ ବନ୍ଧୁ ଭୀମସେନ ଟୁଡୁ-ମାମଲା ସଂପର୍କରେ କଟକ DCP ଋଷିକେଶ ଖିଲାରଙ୍କ ସୂଚନା-ଚନ୍ଦ୍ରିକାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ତଦନ୍ତ ଜାରି-ଇଲେକ୍ଟ୍ରୋନିକ୍ସ ଗାଜେଟରେ ଅନେକ ପ୍ରମାଣ ରହିଛି-ଚନ୍ଦିକ୍ରାଙ୍କ ସହ ଭୀମସେନଙ୍କ ଶେଷ ବାର୍ତ୍ତାଳାପର ପ୍ରମାଣ ବି ଅଛି-ଆବଶ୍ୟକ ପଡ଼ିଲେ ଭୀମସେନଙ୍କ ଅନ୍ୟ ବାନ୍ଧବୀଙ୍କୁ ଜେରା କରାଯିବ-ମାମଲାରେ ପୋଲିସ ନିକଟରେ ଯଥେଷ୍ଟ ଡିଜିଟାଲ ପ୍ରମାଣ ଅଛି l
