ବିଜେପିର_୩୬_ପ୍ରଦେଶ_ପ୍ରଭାରୀ_ଘୋଷଣା
#ବିଜେପିର_୩୬_ପ୍ରଦେଶ_ପ୍ରଭାରୀ_ଘୋଷଣା-ପ୍ରଦେଶ ପ୍ରଭାରୀଙ୍କ ନାଁ ଘୋଷଣା କଲା ବିଜେପି-୩୬ ପ୍ରଦେଶ ପ୍ରଭାରୀଙ୍କ ନାଁ ଘୋଷଣା କଲା ବିଜେପି-ବୈଜୟନ୍ତ ପଣ୍ଡା ହେଲେ ମହାରାଷ୍ଟ୍ର ପ୍ରଭାରୀ-ଓଡ଼ିଶା ପ୍ରଭାରୀ ଦାୟିତ୍ବ ପାଇଲେ ଡି ପୂରନ୍ଦେଶ୍ବରୀ-ଆଣ୍ଡାମାନ ନିକୋବର- ଜୟପ୍ରକାଶ, ଅରୁଣାଚଳ ପ୍ରଦେଶ- ଦେବେଶ କୁମାର-ଆନ୍ଧ୍ର ପ୍ରଦେଶ- ଡା ଅରବିନ୍ଦ ଭଦୋରିଆ, ଆସାମ- ମଙ୍ଗଲ ପାଣ୍ଡେ-ବିହାର- ହରିଶ ଦ୍ବିବେଦୀ, ଚଣ୍ଡିଗଡ଼- ମହେନ୍ଦ୍ର ପାଣ୍ଡେ-ଛତିଶଗଡ଼- ସ୍ମୃତି ଈରାନୀ, ଦାଦ୍ରା

ନଗର ହବେଲି – ବର୍ଷାବେନ୍ ନରେନ୍ଦ୍ରଭାଇ-ଦିଲ୍ଲୀ- ବିନୟ ସହସ୍ରବୁଦ୍ଧେ, ଗୋଆ- ଭାରତୀ ପ୍ରବୀଣ ପାୱାର-ଗୁଜରାଟ- ତରୁଣ ଚୁଗ୍, ହରିୟାଣା- ସ୍ମୃତି ଈରାନୀ-ହିମାଚଳ ପ୍ରଦେଶ- ଶ୍ରୀକାନ୍ତ ଶର୍ମା, ଜାମ୍ମୁ-କଶ୍ମୀର- ସତୀଶ ପୁନିଆଁ-ଝାଡ଼ଖଣ୍ଡ- ଗଜେନ୍ଦ୍ର ପଟେଲ, କର୍ଣ୍ଣାଟକ-ହରିଶ ଦ୍ବିବେଦୀ-କେରଳମ-ଏମ୍ ନାଗରାଜ, ଲଦାଖ- ରାଜକୁମାର ଭାଟିଆ-ଲକ୍ଷଦୀପ- ଚାର୍ଜ କୁରିଅନ, ମଧ୍ୟପ୍ରଦେଶ- ବିପ୍ଳବ କୁମାର ଦେବ-ମଣିପୁର- ରାଜଦୀପ ରାୟ, ମେଘାଳୟ- କନାଦ ପୁରକାୟସ୍ଥ l
