କଳାବ୍ୟାଜ୍_ପିନ୍ଧିବେ_SCB_ଡାକ୍ତର
କଳାବ୍ୟାଜ୍_ପିନ୍ଧିବେ_SCB_ଡାକ୍ତର-ଆଜିଠାରୁ କଳାବ୍ୟାଜ୍ ପିନ୍ଧି କାର୍ଯ୍ୟ କରିବେ SCB ଜୁନିଅର ଡାକ୍ତର-ଓମ୍ସାକୁ ସମର୍ଥନ ଜଣାଇ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ କରିବେ-ସୂଚନା ଦେଲେ SCB ଜୁନିଅର ଡାକ୍ତର ସଂଘ ସଭାପତି-ଓମ୍ସାର ୧୦ ଦଫା ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ
