କନ୍ଧମାଳ ପୋଲିସର ସଫଳତା ବ୍ରାଉନ ସୁଗାର ମାମଲାରେ ପୋଲିସ ୧୧ ଜଣଙ୍କୁ ଗିରଫ

କନ୍ଧମାଳ ପୋଲିସର ସଫଳତା ବ୍ରାଉନ ସୁଗାର ମାମଲାରେ ପୋଲିସ ୧୧ ଜଣଙ୍କୁ ଗିରଫ ।ଫୁଲବାଣୀ,କନ୍ଧମାଳ ଜିଲ୍ଲା ପୋଲିସକୁ ମିଳିଛି ଆଉ ଏକ ସଫଳତା l ବ୍ରାଉନ ସୁଗାର ମାମଲା ରେ ପୋଲିସ ୧୧ଜଣ ଙ୍କୁ ଗିରଫ କରିଥିବା କନ୍ଧମାଳ ଏସପି ରlମେଦ୍ର ପ୍ରସାଦ କହିଛନ୍ତି l କନ୍ଧମାଳ ଜିଲାରେ ବ୍ରାଉନ ସୁଗର୍ କାରବାର ବଢ଼ିବାରେ ଲାଗିଛି l ଫଳରେ ବ୍ରାଉନ ସୁଗାର ସେବନ କରି ଶିକ୍ଷିତ ଯୁବକ ଯୁବତୀ, ଛାତ୍ର ଛାତ୍ରୀ ପଥ ଭ୍ରଷ୍ଟ ହୋଇ କ୍ରାଇମ୍ କହିବାକୁ ପଛାଉନlହlନ୍ତି lକିଛି ବାହାର ଡ୍ରଗସ ମାଫିଆ ସ୍ଥାନୀୟ ଲୋକଙ୍କ ଜରିଆରେ ଏଠି ନିଶା ଦ୍ରବ୍ୟର ପସରା ମେଲାଇ ଥିବା ଅଭିଯୋଗ ହେବା ପରେ କନ୍ଧମାଳ ଏସପି ରମେନ୍ଦ୍ର ପ୍ରସାଦ ଙ୍କ ନିର୍ଦେଶ କ୍ରମେ ପୋଲିସ ଟିମ ଚଢାଉ କରି ୧୧ଜଣ ବ୍ରାଉନ ସୁଗାର କାରବାରରେ ସଂପୃକ୍ତ ଥିବା ବ୍ୟବସାୟୀଙ୍କୁ ଗିରଫ କରିଥିବା ଜଣାପଡିଛି l ଏସପି ରlମେନ୍ଦ୍ର ପ୍ରସାଦଙ୍କ ବ୍ୟକ୍ତି ଗତ ନିଷ୍ଠାପର ଉଦ୍ୟମ, ଓ ଆଗ୍ରହ ପ୍ରକାଶ ଯୋଗୁଁ ଦାୟିତ୍ୱ ଗ୍ରହଣ କରିବାର ଦିନ କେଇଟା ମଧ୍ୟରେ ମଧ୍ୟରେ ଜିଲ୍ଲାରେଉ ବିଭିନ୍ନ ଅପରାଧରେ ଜଡ଼ିତ ଅପରାଧୀ ମାନଙ୍କୁ ସlବାଡ କରିବା ସହ ଶାନ୍ତି ଶୃଙ୍ଖଳା ପରିସ୍ଥିତିରେ ସୁଧାର ଆଣିବା ରେ ସଫଳ ହୋଇଛନ୍ତି l

Leave a Reply

Your email address will not be published. Required fields are marked *