ଚାମେଲିଙ୍କୁ ମୋହରା କରିଛନ୍ତି ଅତନୁ

-ଚାମେଲି ମାମଲାରେ ଅତନୁ ସବ୍ୟସାଚୀଙ୍କ ଉପରେ ବର୍ଷିଲେ ତିଖିରି ସମିତିସଭ୍ୟା
-ପ୍ରେସମିଟ୍‌ରେ ବର୍ଷିଲେ ତିଖିରି ସମିତିସଭ୍ୟା ଅରୁଣା ରାଉତ
-ଚାମେଲିଙ୍କୁ ପୂର୍ବତନ ବିଧାୟକ ଅତନୁ ସବ୍ୟସାଚୀ ମୋହରା କରିଛନ୍ତି କହିଲେ

  • ଜୁନ୍‌ ୧୧ ତାରିଖ ଘଟଣା ଦିନ ପୂର୍ବତନ ବିଧାୟକ ଅତନୁ କେଉଁଠିଥିଲେ ପଚାରିଲେ
    -ସେଦିନ ଭୁବନେଶ୍ୱରରେ ଥିଲେ ନା ମହାକାଳପଡ଼ା ବିଜେଡି ଅଫିସ୍‌ରେ ଥିଲେ
    -ବିଜେଡି ଅଫିସ୍‌ରେ କରିଥିବା ବ୍ଲୁ ପ୍ରିଣ୍ଟରେ ୩ ଜଣ ମୁଖ୍ୟ ନାୟକ ଥିଲେ
    -ଟିକରପଙ୍ଗା ଓ ବାଦାଙ୍ଗ ସରପଞ୍ଚ, ମହାକାଳପଡ଼ା ସମିତି ସଭ୍ୟ ମୁଖ୍ୟ ନାୟକ
  • ଏମାନେ ନିଜକୁ ବିଜେଡି କର୍ମୀ ଓ ଅତନୁଙ୍କ ସମର୍ଥନ କୁହନ୍ତି
    -ଘଟଣାଦିନ ଏମାନେ ଚାମେଲିଙ୍କ ସହ କାହିଁକି ବିଡିଓଙ୍କ ଚାମ୍ବରକୁ ଯାଇଥିଲେ
    -ଅତନୁ ସେଦିନ ନିଜ ଗାଡ଼ିରେ ଯାଇଥିଲେ ନା ଭଡ଼ା ଗାଡ଼ିରେ ଯାଇଥିଲେ
    -ଭଡ଼ା ଗାଡ଼ିର ପଛ ସିଟ୍‌ରେ ବେଡ୍‌ସିଟ୍‌ ଘୋଡ଼ାଇ ହୋଇ ଆସିଥିଲେ
    -ପରାଜୟକୁ ସହି ପାରୁନାହାନ୍ତି ଅତନୁ, ବିଧାୟକଙ୍କ ଲୋକପ୍ରିୟତାରେ ଇର୍ଷାନ୍ୱିତ
    -ବିଧାୟକଙ୍କୁ ବଦନାମ୍‌ କରିବା ପାଇଁ ଚାମେଲିଙ୍କୁ ମୋହରା କରିଛନ୍ତି ଅତନୁ

Leave a Reply

Your email address will not be published. Required fields are marked *