ପୁଣି ଧାରଣାରେ ବସିଛନ୍ତି_ଚାମେଲି
ପୁଣିଧାରଣାରେବସିଛନ୍ତି_ଚାମେଲି
-ଭୁବନେଶ୍ୱରରେ ପୁଣି ଆଜି ସକାଳୁ ଧାରଣାରେ ବସିଛନ୍ତି ତିଖିରୀ ସରପଞ୍ଚ ଚାମେଲି ଓଝା
-ଲୋୟର ପିଏମ୍ ଜିରେ ଆମରଣ ଅନଶନରେ ଚାମେଲି
-ଜୀବନ ଥିବା ଯାଏଁ ନ୍ୟାୟ ଲାଗି ଧାରଣାରେ ବସିବି : ଚାମେଲି
-ଅସୁସ୍ଥ ହୋଇଥିବାରୁ ଗତକାଲି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ
