ମେଡିସିନ ଷ୍ଟୋର ଆଗରେ ଲାଗିବ ରେଟ୍‌_ଚାର୍ଟ

ମେଡିସିନଷ୍ଟୋରଆଗରେଲାଗିବରେଟ୍‌_ଚାର୍ଟ

-ଏଣିକି ରାଜ୍ୟର ସବୁ ମେଡିସିନ ଷ୍ଟୋର ଆଗରେ ଲାଗିବ ରେଟ୍‌ ଚାର୍ଟ
-ସାରା ଓଡ଼ିଶା ପାଇଁ ଗୋଟିଏ ମେଡିସିନ ଦର ରହିବ
-କେନ୍ଦ୍ର ୩୯ଟି ମେଡିସିନ ଦର ଧାର୍ଯ୍ୟ କରିବା ପରେ ଓଡ଼ିଶା ସରକାରଙ୍କ ନିଷ୍ପତ୍ତି
-କେନ୍ଦ୍ର ରସାୟନ ମନ୍ତ୍ରାଳୟ ଜାରି କରିଥିବା ତାଲିକା ସବୁ ଷ୍ଟୋରରେ ଲଗାଯିବ
-ରକ୍ତଚାପ, ମଧୁ ମେୟ, ହୃଦ ରୋଗ ଭଳି ୩୯ ଟି ଔଷଧର ଦର ଧାର୍ଯ୍ୟ ହୋଇଛି

Leave a Reply

Your email address will not be published. Required fields are marked *