ବ୍ରାଉନ_ସୁଗାର_କାରବାରରେ_୬ଜଣ_ବେପାରୀ_ଗିରଫ
ବ୍ରାଉନ_ସୁଗାର_କାରବାରରେ_୬ଜଣ_ବେପାରୀ_ଗିରଫ -ଚମ୍ପୁଆରେ ୬ ଜଣ ଆନ୍ତଃରାଜ୍ୟ ବ୍ରାଉନ ସୁଗାର ବେପାରୀ ଗିରଫ-ଭଦ୍ରାସାହି ଜଙ୍ଗଲରୁ ବଡ଼ବିଲ ପୋଲିସ୍ ଦ୍ବାରା ଗିରଫ-୩୪ ଗ୍ରାମ ବ୍ରାଉନ ସୁଗାର ଓ ନଗଦ ୫୦ ହଜାର ଟଙ୍କା ଜବତ-ଗୋଟିଏ ବାଇକ୍ ଓ ମୋବାଇଲ ଫୋନ୍ ମଧ୍ୟ ଜବତ-ଗିରଫ ୬ ଜଣଙ୍କ ମଧ୍ୟରେ ୪ ସପ୍ଲାୟର, ୨ ପେଡ୍ଲର l
