ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବେ ଗୌଡାଙ୍କ ପତ୍ନୀ ଚେନ୍ନମ୍ମା ଦେବେ ଗୌଡାଙ୍କର ହୃଦ୍‌ଘାତରେ ମୃତ୍ୟୁ

ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବେ ଗୌଡାଙ୍କ ପତ୍ନୀ ଚେନ୍ନମ୍ମା ଦେବେ ଗୌଡାଙ୍କର ହୃଦ୍‌ଘାତରେ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ପରଲୋକ……ମୃତ୍ୟୁବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା……ଶ୍ବାସକ୍ରିୟା ଜନିତ ସମସ୍ୟାରେ ସେ ଚିକିତ୍ସାଧୀନ ଥିଲେ……ଦେବେ ଗୌଡା,ତାଙ୍କ ପୁଅ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀ ଓ ପରିବାରର ଅନ୍ୟ ସଦସ୍ୟମାନେ ହସ୍ପିଟାଲରେ ଥିଲେ……..

Leave a Reply

Your email address will not be published. Required fields are marked *