ମୁରାସୁର_ସମୀକ୍ଷା_କଲେ_ମୁଖ୍ୟ_ସଚିବ

#-ବାତ୍ୟା `ମୁରାସୁ’ର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ-ଜିଲ୍ଲାପାଳ, SRC ଏବଂ ଅଗ୍ନିଶମ ଡିଜିଙ୍କ ସହ କଲେ ଆଲୋଚନା-ଏଯାଏଁ ପ୍ରଭାବ ନାହିଁ, କିଛି ଜାଗାରେ ଝିପିଝିପି ବର୍ଷା ହେଉଛି-ଆଗୁଆ ପ୍ରସ୍ତୁତି ଅନୁଯାୟୀ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି-ଗଞ୍ଜାମ ଏବଂ ଗଜପତିରେ ପୁନଃରୁଦ୍ଧାର କାମ ଚାଲିଛି-ଘୋଷଣା ହୋଇଥିବା ପ୍ୟାକେଜ ବଣ୍ଟନ ଆରମ୍ଭ ହୋଇଛି-ଭୂସ୍ଖଳନ ସ୍ଥାନରେ ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି-କେନ୍ଦ୍ରୀୟ ଟିମ ଆଜି ଗଜପତି ଓ କାଲି ଗଞ୍ଜାମ ବୁଲିବା ପରେ ବୈଠକ

Leave a Reply

Your email address will not be published. Required fields are marked *