କଂଗ୍ରେସ ଦଳ ତରଫରୁ ଓ୍ବାର୍ଡ ନମ୍ବର ୧୨ ଠାରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ
ଭଦ୍ରକ ମ୍ୟୁନିସିପାଲଟି ଓ୍ବାର୍ଡ ନମ୍ବର ୧୨ ବଙ୍କ ସାହି ର ହଜାରି ନଗର ଠାରେ କଂଗ୍ରେସ ଦଳ ର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି ମୁଖ୍ଯ ଅତିଥି ଭାବେ କଂଗ୍ରେସ ର ସାଂସଦ ପ୍ରାର୍ଥୀ ଶ୍ରୀଯୁକ୍ତ ଅନନ୍ତ ପ୍ରସାଦ ସେଠୀ,କଂଗ୍ରେସ ର ବିଧାନସଭା ପ୍ରାର୍ଥୀ ଶ୍ରୀଯୁକ୍ତ ଅସିତ ପଟ୍ଟନାୟକ ( ବୁଲୁ )୧୨ ନମ୍ବର ଓ୍ବାର୍ଡ ର କାଉନସିଲର ହେମନ୍ତ ସାହୁ

,ମଧୁସ୍ମିତା ସେଠୀ, ଉପସ୍ଥିତ ରହି କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିଥିଲେ ଫୁଲ ଗୁଛ ଦେଇ ବିଧାୟକ ପ୍ରାର୍ଥୀ ଙ୍କୁ ସ୍ବାଗତ କରିଥିଲେ, ଅସିତ ପଟ୍ଟନାୟକ କହିଥିଲେ ବିଜେଡି ସରକାର ଏକ ଦୁର୍ନୀତି ଭଷ୍ଠ୍ରାଚାର ସରକାର , ଏହାକୁ ବରଖାସ୍ତ କରାଯାଉ ବହୁ ମାତ୍ରା ରେ କଂଗ୍ରେସ କୁ ଭୋଟ ଦେଇ ଆଗାମୀ ନିର୍ବାଚନ ରେ କଂଗ୍ରେସ ର ବିଧାୟକ ପ୍ରାର୍ଥୀ ଏବଂ ସାଂସଦ ପ୍ରାର୍ଥୀ କୁ ଜୟଯୁକ୍ତ କରାଇବେ , କାଉନସିଲର ହେମନ୍ତ ସାହୁ ମଧ୍ଯ ଯୁକ୍ତି ଉପସ୍ଥାପନ କରି ସଭା ସମାପନ କରିଥିଲେ,
