ବିଜେପିରେ_ମିଶିଲେ_କ୍ରିକେଟର_ଚହଲ

#ବିଜେପିରେ_ମିଶିଲେ_କ୍ରିକେଟର_ଚହଲ
-ବିଜେପିରେ ଯୋଗଦେଲେ କ୍ରିକେଟର ୟୁଜବେନ୍ଦ୍ର ଚହଲ
-ବିଜେପି ଓବିସି ମୋର୍ଚ୍ଚାରେ ଆମନ୍ତ୍ରଣୀୟ ସଦସ୍ୟ ଭାବେ ନିଯୁକ୍ତି
-ଦିଲ୍ଲୀରୁ ଆମନ୍ତ୍ରିତ ସଦସ୍ୟ ଭାବେ ଓବିସି ମୋର୍ଚ୍ଚାରେ ସାମିଲ
-ଅକ୍ଟୋବରରେ ପ୍ରଥମ ଶ୍ରେଣୀ ଘରୋଇ କ୍ରିକେଟରୁ ଅବସର ନେଇଥିଲେ
-ଭାରତ ପାଇଁ ୭୨ ଦିନିକିଆ ଓ ୮୦ ଟି୨୦ ମ୍ୟାଚ ଖେଳିଛନ୍ତି ଚହଲ

Leave a Reply

Your email address will not be published. Required fields are marked *