ମୃତ ଡାକ୍ତରୀ ଛାତ୍ରୀ

ଚନ୍ଦ୍ରିକାଙ୍କ ଘରେ ବାରଙ୍ଗ ପୋଲିସ-ମୃତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ଘରେ ବାରଙ୍ଗ ପୋଲିସର ୪ ଜଣିଆ ଟିମ୍-ଚନ୍ଦ୍ରିକାଙ୍କ ଉଦଳା ରାଇଦାଣ୍ଡିଆ ଘରେ ପରିବାର ଲୋକଙ୍କୁ ପଚରାଉଚରା-ଚନ୍ଦ୍ରିକା-ଭୀମସେନଙ୍କ ସମ୍ପର୍କକୁ ନେଇ ଭାଇକୁ ପଚରାଉଚରା-କଲ୍‌ ରେକର୍ଡ, କାଗଜ ପତ୍ର, ମୋବାଇଲ ଚାର୍ଟ ଯାଞ୍ଚ କଲା ପୋଲିସ

Leave a Reply

Your email address will not be published. Required fields are marked *