ଆସାମ_ବନ୍ୟାରେ_ମୃତ୍ୟୁସଂଖ୍ୟା ୧୦୦କୁ_ବୃଦ୍ଧି

ଆସାମ_ବନ୍ୟାରେ_ମୃତ୍ୟୁସଂଖ୍ୟା_୧୦୦କୁ_ବୃଦ୍ଧି -ଆସାମ ପ୍ରଳୟଙ୍କାରୀ ବନ୍ୟାରେ ମୃତ୍ୟୁସଂଖ୍ୟା ୧୦୦କୁ ବୃଦ୍ଧି-ମୃତକଙ୍କ ମଧ୍ୟରେ ୬୦ ପୁରୁଷ, ୨୩ ମହିଳା ଓ ୧୮ ଶିଶୁ-ଶିବସାଗର ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ, ୪୯ ଜଣଙ୍କ ମୃତ୍ୟୁ-୧୩ ଜିଲ୍ଲା, ୪୬୪ ଗାଁର ଦେଢ଼ ଲକ୍ଷରୁ ଅଧିକ ଲୋକ ବନ୍ୟାରେ ପ୍ରଭାବିତ l

Leave a Reply

Your email address will not be published. Required fields are marked *