ଡିଜେଲ ଅଭାବରୁ ଅସୁବିଧାରେ ମତ୍ସଜୀବୀ

ଚିଲିକା କୁ ମାଛ ଧରିବାକୁ ଯାଇଥିବା କଣାସ ଅଞ୍ଚଳର ଅନେକ ଡ଼ଙ୍ଗା ସହିତ ମତ୍ସ୍ୟଜିବି ଡିଜେଲ ଅଭବା ରୁ ଚିଲିକା ମଝିରେ ଫସି ରହିଲେ ! ଚିଲିକା ଭିତରେ ଥିବା ଛୋଟ ଛୋଟ ଟାପୁ ରେ ନେଉଛନ୍ତି ଆଶ୍ରୟ ! କଣାସ ଜାଗୁଳାଇ ପଦର ଠାରୁ ୧୦ କିମି ଦୁର ରେ ଥିବା ଦୟା ନଦୀ ମୁହାଁଣ ରେ ଵି ଏକାଧିକ ଡ଼ଙ୍ଗା ତେଲ ଅଭାବ ରୁ ନଦୀ କୁଳରେ ଲାଗି ରହିଛି ! ଏପଟେ ଚିଲିକା ଭିତରେ କଣାସ ଅଞ୍ଚକରୁ ପ୍ରାୟ ୪୦ ଟି ଡ଼ଙ୍ଗା ଓ ସେଥିରେ କାର୍ଯ୍ୟରତ ଥିବା ୧୦୦ ରୁ ଅଧିକ ମତ୍ସ୍ୟଜିବି ଏବେ ଚିନ୍ତାରେ! ତେଲ ଶେଷ ହୋଇଯାଇଥିବା ହେତୁ ଆସି ପାରୁନାହାନ୍ତି ନିଜ ଘର କୁ ।

Leave a Reply

Your email address will not be published. Required fields are marked *