ବୁଢ଼ୀ ମା କାହାଣୀ

*ବୁଢ଼ୀ ମା କାହାଣୀ* ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ଗ୍ରାମ ପଞ୍ଚାୟତ ସ୍ଥିତ କୁଳେଇପଦା ଗ୍ରାମର ଦେବକି ଯେନା √•ସ୍ୱାମୀ ବାଇଧର ଯେନା ୬ବର୍ଷ ହେବ ନା ଅଛି ଘର ଟିକେ ନା ଅଛି ରାସନ କାର୍ଡ ଟିଏ ବହୁତ୍ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଘରେ ଖାଇବା ପାଇଁ ଆ ପାଖରେ ହାତ ପତାଉ ଛନ୍ତି ତ୍ ତା ପାଖରେ ହାତ ପତାଉ ଛନ୍ତି ବହୁତ କଷ୍ଟ ଯନ୍ତ୍ରଣାରେ ଦିନ କଟୁଛି ୮ବର୍ଷ ପୂର୍ବରୁ ଋଷେଇ କରୁଥିବା ସମୟରେ ଦେହରେ ନିଆଁ ଲାଗି ଗୋଡ଼ ପାଖକୁ କିଛି ଅଂଶ ପୋଡ଼ି ଯାଇଛି ତା ଭିତରେ ବି ନିଜର କଷ୍ଟ ଯନ୍ତ୍ରଣାକୁ ଛାତିରେ ଚାପି ଧରି ବଞ୍ଚୁଛି

ଦୁଇ ଦୁଇଟି ପୁତ୍ର ସନ୍ତାନ ଜନ୍ମ କରି ଥିଲି ଆଜି ଏହି ଦିନ ଦେଖିବା ପାଇଁ ଦୁଇଟି ପିଲା ଥାଇ ଲାଭ କଣ ନା କେହି ଖାଇବା ପାଇଁ ଗୁଣ୍ଡେ ଦେଉଛନ୍ତି ନା ଯତ୍ନ ନେଉଛନ୍ତି ବୁଢ଼ୀମା ଏହି ଭଙ୍ଗା ଚାଳ ଘରେ ତଳେ ପଡ଼ି ରହିଛି ନା ସରକାରୀ ଯୋଜନା ଅଛି ନା ଘର ଟିଏ ଅଛି ଏହି ବୁଢ଼ୀ ମା ର କାହାଣୀ ଟିକେ ସରକାରଙ୍କର ଦୃଷ୍ଟି ପଢ଼ୁ ବୋଲି ଅଞ୍ଚଳ ବସି ଆଲୋଚନା କରୁଛନ୍ତି।

Leave a Reply

Your email address will not be published. Required fields are marked *