ତାଳଚେର ଠାରେ ହସ୍ତଶିଳ୍ପ ପ୍ରଦର୍ଶନୀ ଆରମ୍ଭ

ତାଳଚେର ସ୍ଥିତ ପ୍ରଜାମଣ୍ଡଳ ପରିସର ରେ ଆଜିଠାରୁ ଏକ ମାସ ପର୍ଯ୍ୟନ୍ତ Craft India Shopping Expo ମେଳା ର ଆୟୋଜନ କରାଯାଉଛି। ଏହି ମେଳାରେ 17 ରାଜ୍ୟରୁ ଅନେକ ପ୍ରକାରର ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀର ପ୍ରଦର୍ଶନୀ ଓ ବିକ୍ରି କରା ଯାଉଛି। ଏଠାରେ ବାନରସି ଶାଢ଼ୀ, ତାରକସି ସାମଗ୍ରୀ, କାଠ ତିଆରି ଫର୍ଣିଚର, ବିଭିନ୍ନ ସୌଖିନ ସାମଗ୍ରୀର ପ୍ରଦର୍ଶନୀ ଓ ବିକ୍ରୟ ହେଉଛି। ପ୍ରଦର୍ଶନୀର ଆୟୋଜକ ତାଳଚେର ଅଞ୍ଚଳବାସୀଙ୍କୁ ଏ ମେଳାରେ ପହଞ୍ଚିବାକୁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *