ହରଭଜନଙ୍କୁ_ଜେଡ୍‌_ପ୍ଲସ୍‌

ହରଭଜନଙ୍କୁ_ଜେଡ୍‌_ପ୍ଲସ୍‌-କ୍ରକେଟରରୁ ସାଂସଦ ବନିଥିବା ହରଭଜନ ସିଂଙ୍କୁ ଜେଡ୍‌ ପ୍ଲସ୍‌ ସୁରକ୍ଷା-ଦିନକ ପୂର୍ବରୁ ଆପ୍‌ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ ହରଭଜନ-ଫଳରେ ପଞ୍ଜାବ ସରକାର ହରଭଜନଙ୍କ ସୁରକ୍ଷାକୁ ପ୍ରତ୍ୟାହାର କରିଥିଲେ-ଘର ଆଗରୁ ପଞ୍ଜାବ ପୋଲିସ ହଟିବା ମାତ୍ରେ ପହଞ୍ଚିଲା ସିଆର୍‌ପିଏଫ୍

Leave a Reply

Your email address will not be published. Required fields are marked *