ଦିଲ୍ଲୀ ବସ୍ତିରେ ଭୟାବହ ଅଗ୍ନିକାଣ୍ଡ-
ଦିଲ୍ଲୀ ବସ୍ତିରେ ଭୟାବହ ଅଗ୍ନିକାଣ୍ଡ-ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଥିବା ଏକ ବସ୍ତିରେ ମଧ୍ୟରାତ୍ରିରେ ଭୟାବହ ଅଗ୍ନିକାଣ୍ଡ-ନିଆଁରେ ଜୀବନ୍ତ ଦଗ୍ଧ ହୋଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ-ମୃତକଙ୍କ ମଧ୍ୟରେ ସ୍ୱାମୀ, ସ୍ତ୍ରୀ ଏବଂ ୩ ବର୍ଷର ଶିଶୁକନ୍ୟା ସାମିଲ-୩ ଘଣ୍ଟାର କଠିନ ପରିଶ୍ରମ ପରେ ନିଆଁ ଆୟତ୍ତ- ୮ରୁ ୧୦ଟି ଝୁମ୍ପୁଡ଼ି ଘର ପୋଡ଼ି ପାଉଁଶ
