ଦହିବରା ଖାଇ ଶତାଧିକ ଆକ୍ରାନ୍ତ ହେବା ଘଟଣା l

ଯାଜପୁର ଦହିବରା ଖାଇ ଅସୁସ୍ଥ ହୋଇଥିବା ଶତାଧିକ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଲେ……ଦଶରଥପୁର ବ୍ଲକର ୪ଟି ପଞ୍ଚାୟତରେ ଖେଳିଥିଲା ଆତଙ୍କ…..ଝାଡ଼ାବାନ୍ତି ଓ ଜ୍ୱରରେ ପଡ଼ିଥିଲେ ଶତାଧିକ ଲୋକ…..ମଙ୍ଗଳପୁରର ସ୍ୱାସ୍ଥ୍ୟ ଟିମ୍‌ର କ୍ୟାମ୍ପ,ଘର ଘର ବୁଲି ORS ଏବଂ ମେଡିସିନ୍ ପ୍ରଦାନ କରୁଛନ୍ତି……ଖାଦ୍ୟ ବିଷାକ୍ତ ଯୋଗୁଁ ୪ଟି ପଞ୍ଚାୟତରେ ବ୍ୟାପିଥିଲା ଝାଡ଼ାବାନ୍ତି ଓ ଜ୍ୱର…..

Leave a Reply

Your email address will not be published. Required fields are marked *