ଲୋକଙ୍କ ସହ ରାଜନୀତିରେ ରହିବି। ନିର୍ବାଚନରେ ଭାଗ ନେବିନି।

ନିମାପଡ଼ା ():ସ୍ୱାଧୀନତା ଦିବସ ପାଳନ ଅବସରରେ ନିମାପଡ଼ା ବ୍ଲକ ଅନ୍ତର୍ଗତ ସାଇଁଷ ଶାସନ ସରପଞ୍ଚ ଦେବାଶିଷ ଆଚାର୍ଯ୍ୟ ଏ କଥା କହିଛନ୍ତି। ରାଜନୀତିର ଖୁବ ଅଳ୍ପ ଦିନରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଟୁଲା ଭାଇନା ନାଁରେ ପଂଚାୟତବାସୀଙ୍କ ଅତି ଆପଣାର।ନିଜ ପଂଚାୟତକୁ କିପରି ସରସ ସୁନ୍ଦର ଏକ ନମ୍ବର କରି ଗଢି ତୋଳିବେ ସେଥିପାଇଁ ନିଜର ଚେଷ୍ଟା ଜାରୀ ରଖିଛନ୍ତି। ଯେଉଁଥିପାଇଁ ସାଇଁଷ ପଂଚାୟତକୁ ଆଦର୍ଶ ପଂଚାୟତ ଭାବରେ ଘୋଷଣା କରାଯାଇଛି। ତେବେ ନିଜର ବ୍ୟକ୍ତିଗତ କାରଣରୁ ରାଜନୀତିରେ ଲୋକଙ୍କ ସହ ରହିବି ହେଲେ ପଂଚାୟତ ନିର୍ବାଚନରେ କୌଣସି ପଦବୀରେ ଭାଗ ନେବନି ବୋଲି କହିଛନ୍ତି। ତେବେ ପଂଚାୟତବାସୀ ନିଜର ପ୍ରିୟ ସରପଞ୍ଚଙ୍କ ଏଭଳି କଥାକୁ ସହଜରେ ଗ୍ରହଣ କରି ପାରି ନ ଥିବା ବେଳେ ଆଗାମୀ ଦିନରେ ତାଙ୍କୁ ପୁନର୍ବାର ସରପଞ୍ଚ ଭାବରେ ଦେଖିବାକୁ ଚାହାଁନ୍ତି ବୋଲି କହିଛନ୍ତି। ତେବେ ସରପଞ୍ଚ ବାବୁ Slug ==ଲୋକଙ୍କ ସହ ରାଜନୀତିରେ ରହିବି। ନିର୍ବାଚନରେ ଭାଗ ନେବିନି। ସ୍ୱାଧୀନତା ଦିବସ ପାଳନ ଅବସରରେ ନିମାପଡ଼ା ବ୍ଲକ ଅନ୍ତର୍ଗତ ସାଇଁଷ ଶାସନ ସରପଞ୍ଚ ଦେବାଶିଷ ଆଚାର୍ଯ୍ୟ ଏ କଥା କହିଛନ୍ତି। ରାଜନୀତିର ଖୁବ ଅଳ୍ପ ଦିନରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଟୁଲା ଭାଇନା ନାଁରେ ପଂଚାୟତବାସୀଙ୍କ ଅତି ଆପଣାର।ନିଜ ପଂଚାୟତକୁ କିପରି ସରସ ସୁନ୍ଦର ଏକ ନମ୍ବର କରି ଗଢି ତୋଳିବେ ସେଥିପାଇଁ ନିଜର ଚେଷ୍ଟା ଜାରୀ ରଖିଛନ୍ତି। ଯେଉଁଥିପାଇଁ ସାଇଁଷ ପଂଚାୟତକୁ ଆଦର୍ଶ ପଂଚାୟତ ଭାବରେ ଘୋଷଣା କରାଯାଇଛି। ତେବେ ନିଜର ବ୍ୟକ୍ତିଗତ କାରଣରୁ ରାଜନୀତିରେ ଲୋକଙ୍କ ସହ ରହିବି ହେଲେ ପଂଚାୟତ ନିର୍ବାଚନରେ କୌଣସି ପଦବୀରେ ଭାଗ ନେବନି ବୋଲି କହିଛନ୍ତି। ତେବେ ପଂଚାୟତବାସୀ ନିଜର ପ୍ରିୟ ସରପଞ୍ଚଙ୍କ ଏଭଳି କଥାକୁ ସହଜରେ ଗ୍ରହଣ କରି ପାରି ନ ଥିବା ବେଳେ ଆଗାମୀ ଦିନରେ ତାଙ୍କୁ ପୁନର୍ବାର ସରପଞ୍ଚ ଭାବରେ ଦେଖିବାକୁ ଚାହାଁନ୍ତି ବୋଲି କହିଛନ୍ତି। ତେବେ ସରପଞ୍ଚ ଦେବାଶିଷ ଆଚାର୍ଯ୍ୟ ଆଗାମୀ ଦିନରେ କଣ ପଦକ୍ଷେପ ନେଉଛନ୍ତି ତାହା ଆଗାମୀ ଦିନର ସମୟ ହିଁ କହିବ l

Leave a Reply

Your email address will not be published. Required fields are marked *