ସଡ଼କ ଦୁର୍ଘଟଣା ରେ ସ୍ୱାସ୍ଥ୍ୟକର୍ମୀ ଙ୍କ ମୃତ୍ୟୁ
ଉଦଳା ତା 3,10,24 ସୂଚନାନୁସାରେ ଉଦଳା ରୁ ଲଷ୍ମୀ ବସ୍ ଦିମାଗଡ଼ିଆ ଅଭିମୁଖେ ଯାଉଥିବା ସମୟରେ ବିପରୀତ ଦିଗରୁ ନିଜ ସ୍କଟି ରେ ଆସୁଥିବା ଉଦଳା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ର ସ୍ୱାସ୍ଥ୍ୟ ସେବିକା ଜାନକୀ ପୃଷ୍ଟି ଙ୍କ ସହ ମୁହାଁ ମୁଁ ହଁ ଧକା ହୋଇଥିଲା, ଫଳରେ ଘଟଣା ସ୍ଥଳରେ ସ୍କଟି ଟି ସମ୍ପୂର୍ଣ ଭାବରେ ଚୁରମାର ହେବାସହ ସ୍ୱାସ୍ଥ୍ୟ କର୍ମୀ ଜାନକୀ ପୃଷ୍ଟି ଙ୍କ ମୃତ୍ୟୁ ଘଟି ଥିଲା, ତେବେ ତେବେ ମଉଦା ଗ୍ରାମର ଗ୍ରାମବାସୀ ଙ୍କ କହିବ କଥା ଲଷ୍ମୀ ବସ୍ ଖୁବ ଦ୍ରୁତ ଗତିରେ ଯିବ ଦ୍ୱାରା ଏପରି ହୃଦୟ ବିଦାରକ ଘଟଣା ଘଟିଛି, ପରେ ଉଦଳା ଡାକ୍ତର ଖାନା ରେ ଶବ ବ୍ୟବଛେଦ କର ଯାଇ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରା ଯାଇଥିଲା, ସ୍ଵାସ୍ତ୍ୟ କର୍ମୀ ଙ୍କ ଅକାଳ ମୃତ୍ୟୁ ରେ ସାରା ଅଞ୍ଚଳ ରେ ଶୋକ ର ଛାୟା ଖେକିଯାଇଛି l
