ସମୁଦ୍ରରୁ ଆକାଶ ଯାଏଁ ଭାରତ ସୁରକ୍ଷିତ

ସମୁଦ୍ରରୁ_ଆକାଶ_ଯାଏଁ_ଭାରତ_ସୁରକ୍ଷିତ : ମୋଦି-ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୩୫ତମ ମନ୍‌ କି ବାତ୍‌-ପ୍ରତିରକ୍ଷା କ୍ଷେତ୍ରରେ ସ୍ବଦେଶୀ ଜ୍ଞାନକୌଶଳକୁ ପ୍ରଶଂସା କଲେ ମୋଦି-ଆଜି ସମୁଦ୍ରରୁ ଆକାଶ ମାର୍ଗ ଯାଏଁ ଭାରତ ସୁରକ୍ଷିତ-ସାରା ବିଶ୍ବ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିଥିବାରୁ ଧନ୍ୟବାଦ ଜଣାଇଲେ-ପଶ୍ଚିମ ଏସିଆ ଯୁଦ୍ଧ ପାଇଁ ଦେଶବାସୀଙ୍କୁ କିଛି ଅପିଲ୍ କରିଥିଲି-ସୁନା ନ କିଣିବା, ବିଦେଶ ଯାତ୍ରା ନ କରିବା ପାଇଁ ଅପିଲ୍ କରିଥିଲି-ମୋ ଅପିଲ୍‌କୁ ଦେଶବାସୀ ସମର୍ଥନ ଓ ସହଯୋଗ କରିଛନ୍ତି

Leave a Reply

Your email address will not be published. Required fields are marked *