ଇରାନର_ମିସାଇଲ_ମାଡରେ_ଜଣେ_ଭାରତୀୟ_ମୃତ
ଇରାନର_ମିସାଇଲ_ମାଡରେ_ଜଣେ_ଭାରତୀୟ_ମୃତ-ଇରାନର ମିସାଇଲ ମାଡର ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ-ହର୍ମୁଜରେ ୟୁଇର ୨ ଟ୍ୟାଙ୍କର ଉପରକୁ କ୍ରୁଜ ମିସାଇଲ ମାଡ କଲା ଇରାନ-ଓମାନ ଜଳସୀମାରେ ମୋମ୍ବାସା ଓ ଅଲ ବହିୟା ନାମକ ଟ୍ୟାଙ୍କରକୁ ଆକ୍ରମଣ-ମୋମ୍ବାସାରେ କାମ କରୁଥିବା ଭାରତୀୟ କ୍ରୁ ମେମ୍ବର ମୃତ, ୮ ଆହତ
