ଭଦ୍ରକର_ସବୁ_ବିଦ୍ୟାଳୟ_ବନ୍ଦ
ଆସନ୍ତାକାଲି_ଭଦ୍ରକର_ସବୁ_ବିଦ୍ୟାଳୟ_ବନ୍ଦ-ଆସନ୍ତାକାଲି ଭଦ୍ରକ ଜିଲ୍ଲାର ସମସ୍ତ ବିଦ୍ୟାଳୟ ବନ୍ଦ-ଲଗାଣ ବର୍ଷା ଯୋଗୁଁ ଛୁଟି ଘୋଷଣା କଲେ ଜିଲ୍ଲାପାଳ-ଜିଲ୍ଲାର ସବୁ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଛୁଟି -ଲଗାଣ ବର୍ଷା ଓ ଜଳବନ୍ଦୀ ପରିସ୍ଥିତି ଦେଖି ନିଷ୍ପତ୍ତି-ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ପଦକ୍ଷେପ-ବର୍ଷାଜନିତ ପରିସ୍ଥିତିରେ ସତର୍କ ରହିବାକୁ ଅନୁରୋଧ l
