ଭଗବାନ_ଭେଙ୍କଟେଶ୍ୱରଙ୍କୁ_୧୨୧_କେଜି_ସୁନା_ଦାନ_କଲେ_ଶିଳ୍ପପତି

#ଭଗବାନ_ଭେଙ୍କଟେଶ୍ୱରଙ୍କୁ_୧୨୧_କେଜି_ସୁନା_ଦାନ_କଲେ_ଶିଳ୍ପପତି
-ତିରୁମାଳା ମନ୍ଦିର ଦର୍ଶନ କରି ଏହି ସୁନା ଦାନ କଲେ ଚେନ୍ନାଇର ବିଶିଷ୍ଟ ବ୍ୟବସାୟୀ ବର୍ଦ୍ଧମାନ ଜୈନ
-ଆକ୍ସେସ ହେଲଥକେୟାରର ସହ ପ୍ରତିଷ୍ଠାତା ବର୍ଦ୍ଧମାନ
-ସୁନାର ଦାମ୍ ପ୍ରାୟ ୧୬୦ କୋଟି ଟଙ୍କା
-ଏପର୍ଯ୍ୟନ୍ତ କୌଣସି ଭକ୍ତଙ୍କ ଦ୍ୱାରା ଦିଆଯାଇଥିବା ଏହା ହେଉଛି ସବୁଠୁ ବଡ଼ ଦାନ
-ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଉପସ୍ଥିତିରେ ତିରୁମାଳା ତିରୁପତି ଦେବସ୍ଥାନମକୁ ଏ ଆଭୂଷଣ ଦେଲେ ଜୈନ ଦମ୍ପତ୍ତି
-ଦାନରେ ୯ଟି ସେଟରେ ୪୫ ଆଭୂଷଣ ସାମିଲ ଅଛି

Leave a Reply

Your email address will not be published. Required fields are marked *