ସେଲୁନରେ_ସେଭିଂ_ବେଳେ_ଫାୟାରିଂ_କରି_ହତ୍ୟା

#ସେଲୁନରେ_ସେଭିଂ_ବେଳେ_ଫାୟାରିଂ_କରି_ହତ୍ୟା -ପ୍ରୟାଗରାଜର ଅଲ୍ଲାପୁରରେ ଅରବିନ୍ଦ ପାସୀଙ୍କୁ ଗୁଳି କରି ହତ୍ୟା-ସେଲୁନରେ ଦାଢ଼ି କାଟୁଥିଲା ବେଳେ ମୁଖାପିନ୍ଧା ୩ ଦୁର୍ବୃତ୍ତ ପଶି କଲେ ଅନ୍ଧାଧୁନିଆ ଫାୟାରିଂ-ପୁରୁଣା ଶତୃତା ଓ ପ୍ରତିଶୋଧ ପାଇଁ ହତ୍ୟାକାଣ୍ଡ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଲା-ସାଜନ ମେହତର ହତ୍ୟାକାଣ୍ଡର ସାକ୍ଷୀ ଥିଲେ ୩୦ ବର୍ଷୀୟ ପ୍ରପର୍ଟି ଡିଲର ଅରବିନ୍ଦ-ଗତବର୍ଷ ଜୁଲାଇରେ ହିଷ୍ଟ୍ରିସିଟର ସାଜନକୁ ଇଟା ପଥରରେ ଛେଚି କରାଯାଇଥିଲା ହତ୍ୟା-ଅରବିନ୍ଦଙ୍କ ହତ୍ୟାକାରୀଙ୍କୁ ଧରିବାକୁ ପୁଲିସ ୩ଟି ଟିମ୍ ଗଠନ କଲା l

Leave a Reply

Your email address will not be published. Required fields are marked *