NAAC_ମାନ୍ୟତା_ନବୀକରଣ_ନିର୍ଦ୍ଦେଶ
#NAAC_ମାନ୍ୟତା_ନବୀକରଣ_ନିର୍ଦ୍ଦେଶ-୭ ବିଶ୍ୱବିଦ୍ୟାଳୟର NAAC ମାନ୍ୟତା ନବୀକରଣ ପାଇଁ ନିର୍ଦ୍ଦେଶ-ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସୂଚନା-ଖୁବ୍ଶୀଘ୍ର ନବୀକରଣ କରିବାକୁ ସଂପୃକ୍ତ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ-ବିକ୍ରମ ଦେବ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ଧରଣୀଧର ବିଶ୍ୱବିଦ୍ୟାଳୟ-ଏମ୍ଏସ୍ ଆଇନ ବିଶ୍ୱବିଦ୍ୟାଳୟ, ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ-ନବୀକରଣ ପାଇଁ ସମସ୍ତ ସହଯୋଗ ଯୋଗାଇ ଦେବେ ସରକାର-UGC ସହ ବି ଯୋଗାଯୋଗରେ ଅଛି ଉଚ୍ଚଶିକ୍ଷା ବିଭାଗ-ବିଶ୍ୱବିଦ୍ୟାଳୟଗୁଡ଼ିକରେ କୁଳପତି ନିଯୁକ୍ତି ସରିଛି-୧୪୦୦ରୁ ଊର୍ଦ୍ଧ୍ୱ ପ୍ରାଧ୍ୟପକ, ସହ ପ୍ରାଧ୍ୟାପକ ନିଯୁକ୍ତି ପାଇଁ ସାକ୍ଷତ ପ୍ରକ୍ରିୟା ଚାଲିଛି-NIRF ଓ ଅନ୍ୟ ରାଙ୍କ ହାସଲ ପାଇଁ କାମ ଚାଲିଛି
