ଇରାନ୍ର ବ୍ଲାକ୍ମେଲ୍ ଚଳିବନି
ଇରାନ୍ର ବ୍ଲାକ୍ମେଲ୍ ଚଳିବନି : ଟ୍ରମ୍ପ ଇରାନ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକ……ଇରାନ୍ ଅତି ଚାଲାକି ହୋଇ ତା’ର କାର୍ଯ୍ୟ ଚଳାଇଛି……ହର୍ମୁଜ୍କୁ ନେଇ ଇରାନ୍ର ବ୍ଲାକ୍ମେଲ୍ ଆଉ ଚଳିବନି……ଇରାନ୍ର କ୍ଷମତା ପରିବର୍ତ୍ତନ ହେଉଛି କହିଲେ ଡୋନାଲ୍ଡ ଟ୍ରମ୍ପ…..ଏବେ ଇରାନ୍ ପାଖରେ ସ୍ଥଳସେନା କିମ୍ବା ନୌସେନା କିଛି ନାହିଁ…..
