ଆଇ.ଟି.ଆଇ,କଲେଜ୍ ସ୍ଵଚ୍ଛତା ଭାରତ ଅଭିଜାନ ପାଳନ କରୁଛନ୍ତି।
ଆଜି ରାଇଘର ସରକାରୀ ଆଇ ,ଟି, ଆଇ, କଲେଜ୍ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ଛାତ୍ର ଛାତ୍ରୀ ମାନଙ୍କ ନେତୃତ୍ୱରେ ସ୍ଵଚ୍ଛତା ଭାରତ ଅଭିଜାନ ରେ ପ୍ଳୋଥିନି ବେନ୍ କର କହି ସ୍ଳୋଗାନ ଦେଉଥିବା ଦେଖିବାକୁ ମିଳିଛି । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ପଞ୍ଚାୟତ ରାଇଘର ଅନ୍ତର୍ଗତ ଙ୍ଗଞ୍ଜାପାରା ଠାରେ ଏହି କଲେଜ୍ ଛାତ୍ର ଛାତ୍ରୀ ମାନେ ପରିଷ୍କାର ପରିଚ୍ଛନ୍ନ ରଖିବା ନେଇ ମୋରର୍ଚା ବାହାରି ଥିଲା। ଏହି ସରକାରୀ ଆଇ, ଟି,ଆଇ,କଲେଜ୍ ର ଛାତ୍ର ଛାତ୍ରୀ ମାନଙ୍କ ମୋଟ୍ ସଂଖ୍ୟା ୩୦୦ , ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅଛନ୍ତି ୨୦,ଜଣ ପ୍ରିନ୍ସିପାଲ ଶ୍ରୀ ମତୀ ବିଜୟଶ୍ରୀ ପୋଟନାୟାକ ଟ୍ରେନିଙ୍ଗ ଅଫିସର୍ ଶ୍ରୀ ମତୀ ସିଲା ସରକାର ଏହି କଲେଜ୍ ଅବସ୍ଥିତ ଙ୍ଗଞ୍ଜାପାରା ରେ। ଏହି କଲେଜ୍ ର ପ୍ରିନ୍ସିପାଲ ପରିଷ୍କାର ପରିଚ୍ଛନ୍ନ ରଖିବା ନେଇ ଆଲୋଚନା କରିଥିଲା l
