କଳିଙ୍ଗ ଟିଭିର ନବମ ତମ ବାର୍ଷିକ ଉତ୍ସବ
*ବହୁ ଦିନ ଧରି ଅସମୟର ବନ୍ଧୁ ହୋଇ ସହଯୋଗର ହାତ ବଢ଼ାଇ ଲୋକଙ୍କ ସେବାରେ କାର୍ଯ୍ୟ କରୁଥିବା ଯୋଗୁଁ ଆଜି ତାରିଖ(୧୫/୦୭/୨୩,ଶନିବାର) କଳିଙ୍ଗ ଟିଭିର ନବମ ତମ ବାର୍ଷିକ ଉତ୍ସବ ରେ ଭୁବନେଶ୍ବର(ମେ-ଫେୟର ହୋଟେଲ)ଠାରେ କଳିଙ୍ଗ ଟିଭିର ପ୍ରତିଷ୍ଠାତା ତଥା କନ୍ଧମାଳ ଲୋକସଭା ସାଂସଦ ଡ଼ଃ.ଅଚ୍ୟୁତ ସାମନ୍ତ ମତେ ସମ୍ମାନିତ କରିଥିଲେ।ଏଥି ପାଇଁ କଳିଙ୍ଗ ଟିଭି ପରିବାରକୁ ଧନ୍ୟବାଦ୍ ଜଣାଉଛି ଏବଂ ମୋର ସମସ୍ତ ବନ୍ଧୁ,ପରିଜନ, ଅସମୟର ବନ୍ଧୁ ଓ ବିଶେଷ କରି ଅସହାୟ ଲୋକଙ୍କ ପାଇଁ ଏହି ପୁରସ୍କାର ସମର୍ପିତ କରୁଛି|(ଜୟ ମାଁ ତାରା ତାରିଣୀ,ଜୟ ଜଗନ୍ନାଥ)*
