କୋଣାର୍କ ଚନ୍ଦ୍ରଭାଗା ସମୁଦ୍ର କୂଳରେ ନିଶାସକ୍ତ
କୋଣାର୍କ ଚନ୍ଦ୍ରଭାଗା ସମୁଦ୍ର କୂଳରେ ନିଶାସକ୍ତ ହୋଇ ଗାଧୋଉଥିବା ସମୟରେ ଡେଲାଙ୍ଗ ବେରୋବୋଇ ଅଞ୍ଚଳର ୨ ଜଣ କୋରିଅର କମ୍ପାନୀ କର୍ମଚାରୀ ଲାଇଫ ଗାର୍ଡ ମାନଙ୍କ ଦ୍ଵାରା ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ବେଳେ ଜଣେ ଯୁବକ ବର୍ତମାନ ସୁଧା ସମୁଦ୍ରରେ ନିଖୋଜ ଅଛନ୍ତି।
