ଯାଜପୁରରେ ପ୍ରଥମ କରି ଖୋଲିଲା ଜେଲିଓ ଇଲେକ୍ଟ୍ରିକାଲ୍‌ ସ୍କୁଟି ର ଶୋରୁମ

ଯାଜପୁରରେ ପ୍ରଥମ କରି ଖୋଲିଲା ଜେଲିଓ ଇଲେକ୍ଟ୍ରିକାଲ୍‌ ସ୍କୁଟି ର ଶୋରୁମ ।

ସହରର ପଦୃଷଣ ରୋକିବା ପାଇଁ ଏବେ ଇଲେକ୍ଟ୍ରିକାଲ୍‌ ସ୍କୁଟିର ଚାହିଦା ଥିବାରୁ ଯାଜପୁର ଜିଲ୍ଲାର କୋରେଇ ବ୍ଲକ ଚିଲିପଦା ଛକରେ କୋରେଇର ମାନ୍ୟବର ବିଧାୟକ ଶ୍ରୀ ଯୁକ୍ତ ଆକାଶ ଦାସ ନାୟକ ଫିତା କାଟି ଏହି ଶୋରୁମକୁ ଶୁଭ ଉଦଘାଟନ କରିଥିଲେ l ଯାଜପୁର ଜିଲ୍ଲାରେ ପ୍ରଥମ କରି ଏହି ଅତ୍ୟାଧୁନିକ ଜେଲିଓ ଇଲେକ୍ଟ୍ରିକାଲ୍‌ ସ୍କୁଟିର ଶୋରୁମ ଖୋଲିଥିବା ବେଳେ ଗ୍ରାହକଙ୍କ ପାଇଁ ବହୁତ ଆକର୍ଷଣୀୟ ଗିଫ୍ଟ ମଧ୍ୟ ରଖାଯାଇଥିଲା l

Leave a Reply

Your email address will not be published. Required fields are marked *