ଲକ୍ଷ୍ମୀ ନେଲେ ବିଶ୍ରାମ୍ ଲୋକେ ହେଲେ ହରାନ
ଲକ୍ଷ୍ମୀ ନେଲେ ବିଶ୍ରାମ୍ ଲୋକେ ହେଲେ ହରାନ୍, ବଁ ସ ନାଇନ ରସ ତୁରେକେଲା 12/4 ରାଏଜ ସରକାର ଲୁକର ଆନା ଜାନା ର ସମସିଆୟାର ସୁବିଧା ଲାଗି ଏଭେକା ମାସେ ହେ ଇଛେ ଲଷ୍ମୀ ବଅଁସ ଚଲେଇ ଥିଲେ l ମାସେ ଘାଏ ନାଇଁ ହେବାର ଆରୁ ଖରାପ ହେଇ ଛେ କି କେନ୍ତା ଯେ ଲଷ୍ମୀ ବଁ ସ ତୁରେକେଲା ବଲକ ତି ଠିଆ ହେଇଛେ l କେନ ଯାନୀ କାଏଁ ହେଲା ଯେ କିଏ ବି ନି ଯାଆନବାର l ଲୁକେ କେତେ ଦିନ ବୁଘଲେ ଆର ଏବେ ପସ୍ତେଇ ହେଉଛନ୍, କାଏଁ ହେଲାଜେ ନେଇଁ ଚଳବାର ବଲି l ଦିନା ସପ୍ତାହେ ହେଲାନ ଗୁଟେ ଜାଗାନେ ଠିଆ ହେଇଛେ ତୁରେକେଲା ବଲକ ଥି ବଁ ସ, ଅଧିକାରୀ କେ ପଚାର ଲେ କଥା କେ ଲୁକେଇ ଦେଉଛନ l ସରକାର ଦିନ ବେଲେ ଜନ ଦେଖେଇ ଦେଲା ବଲି ଲୁକେ କହୁଛନ୍. ତେଭେ କା ଣା ହେଇଛେ ଯେ ସେ ମହାପୁରୁ ଯାଆନବା, ଲୁକେ କହୁଛନ୍ ବସ ଚାଲୁଥିଲା ଯେ ବନେ ସୁବିଧl ଟେ ହେଉଥିଲା, ଇଛେନ ନି ଚଳବାର ଯେ ଲୁକେ ଡହକ ବିକଳ ହେଉଛନ l ସରକାର କେ ବିନ ତି କରୁଛନ ଯେ ଜଦି ନସୀ ଯେଇ ଛେ ବେଲେ ବନାତେ କିନି ବଲି ପର୍ସନ କ ରିଛନ
