ପଞ୍ଚ ବିଂଶତମ ବିଶ୍ଵଶାନ୍ତି ମହାଯଜ୍ଞ

, ଐତିହାସିକ ଗଡ ମା ବରୁଣେଇ ପୀଠର ପାଦଦେଶରେ ଗଡଖୋର୍ଦ୍ଧା ଅବସ୍ଥିତ।

ଏହା ରାଜା ରଜୁଡ଼ା ସମୟର କିମ୍ବଦନ୍ତୀ ଯାହା ଭାରତ ବର୍ଷର ଶେଷ ସ୍ୱାଧୀନ ଦୁର୍ଗ କୁ ବୁଝାଏ, ସେହି ପବିତ୍ର ଗଡର ଗ୍ରାମବାସୀଙ୍କ ସହଯୋଗରେ ପାଞ୍ଚଦିନ ଧରି ବିଶ୍ଵଶାନ୍ତି ମହାଯଜ୍ଞ ଜଗତର କଲ୍ୟାଣ ପାଇଁ ପାଳିତ ହୁଏ। ଏହି ଅପୂର୍ବ ରଘୁନାଥ ପୀଠକୁ ହଜାର ହଜାର ଭକ୍ତ ସମାଗମ ହୁଅନ୍ତି। ପ୍ରତିଦିନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥାଏ।

Leave a Reply

Your email address will not be published. Required fields are marked *